ଅନଲକ ୩, ଅଗଷ୍ଟ ୫ରୁ ଖୋଲିବ ଯୋଗ ଶିକ୍ଷାନୁଷ୍ଠାନ, ଜିମ୍ନାସିୟମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନଲକ୍-୩ ଗାଇଡଲାଇନ ଆଜି କେନ୍ଦ୍ର ସରକାର ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁଯାୟୀ ରାତ୍ରକାଳୀନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏଥର ରାତିରେ ସାଧାରଣ ଜନତା ଯାତାୟାତ କରିପାରିବେ । ମାତ୍ର କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଅଗଷ୍ଟ ୩୧…