Browsing Tag

unknown lady

ରାସ୍ତା କଡରେ ମହିଳାଙ୍କ ପ୍ରସବ

ଓଡ଼ିଶ ଫାଷ୍ଟ (ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଚିକିଟି ଛକର ମୁଖ୍ୟରାସ୍ତାର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡରେ ପ୍ରସବ କଲେ ଜଣେ ଅଜଣା ମହିଳା । ମହିଳା ଜଣଙ୍କ ମାନସିକ ବିକୃତ ହୋଇଥିବା ସୂଚନା ମିଳିଛି । ମହିଳା ଜଣଙ୍କ ଆଜି ସକାଳୁ ରାସ୍ତା କଡରେ ଏକ ପୁତ୍ର ସନ୍ତାନ…