ବିରୋଧୀଙ୍କ ମହାମେଳି, ମୋଦି ସରକାରଙ୍କ ଡେଟ୍ ଏକ୍ସପାଏରୀ ହୋଇଯାଇଛି : ମମତା
ଓଡ଼ିଶାଫାଷ୍ଟ(ବ୍ୟୁରୋ): 'ଦିଲ୍ଲୀ ମେଁ ସରକାର ବଦଲ ଦୋ' ନାରା ଆଧାରରେ ଭାଜପା ବିରୋଧରେ ମେଳି ବାନ୍ଧିଛନ୍ତି ବିରୋଧୀ । ଏହି ମହା ଗଠବନ୍ଧନରେ ସାମିଲ ହୋଇଛନ୍ତି ୨୩ଟି ରାଜନୈତିକ ଦଳ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଶନିବାର କୋଲକାତାରେ ଆୟୋଜିତ ୟୁନାଇଟେଡ୍…