ଭଗବାନପୁରକୁ ସ୍ଥାନାନ୍ତରିତ ହେବ ୟୁନିଟ-୧ ପରିବା ହୋଲସେଲ୍ ମାର୍କେଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତରିତ ହେବ ୟୁନିଟ ୧ ପରିବା ହୋଲସେଲ ମାର୍କେଟ । ସେଠାରେ ପରିବା ହୋଲସେଲ ମାର୍କେଟ ପାଇଁ ଶୀତଳଭଣ୍ଡାର କରାଯାଇଛି ଓ ଭିତ୍ତିଭୂମି ରହିବ । ଏଥିଲାଗି ଭଗବାନପୁରରେ ଚିହ୍ନଟ ହୋଇଛି ୧୦ ଏକର ଜମି । ସହର ଭିତରେ ଗହଳି କମାଇବା ସହ…