Browsing Tag

Union Home Minister Amit Shah likely to arrive in Odisha tomorrow on two-day visit

ଆସନ୍ତାକାଲିଠାରୁ ୨ ଦିନିଆ ଓଡିଶା ଆସୁଛନ୍ତି ଅମିତ ଶାହ

ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଓଡ଼ିଶା ଗସ୍ତରେ ଆସି ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି । ଅନ୍ୟପଟେ ତାଙ୍କର ଗସ୍ତ ସମ୍ପର୍କରେ ସରକାରୀ…