ଭାରତର ସହାୟତା କାମନା କଲା ଋଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିବନ୍ଧ ପ୍ରଭାବିତ ମସ୍କୋ ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ନିବେଶ ଲାଗି ଭାରତକୁ ଅହ୍ୱାନ ଦେଇଛି। ଏଥିରୁ ଏସିଆର ତୃତୀୟ ବୃହତ୍ତ ଅର୍ଥନୀତି ଭାରତରେ ଋଷିୟ କମ୍ପାନୀଙ୍କ ବିକ୍ରି ନେଟୱାର୍କ ବିସ୍ତାର ଲାଗି ଆଗ୍ରହୀ ଥିବାର ଜଣାପଡିଛି। ଋଷିଆ ଉପପ୍ରଧାନମନ୍ତ୍ରୀ ଏଲକଜେଣ୍ଡର…