ୟୁକ୍ରେନରେ ରହିଛନ୍ତି ଓଡିଆ ଛାତ୍ର, ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପରିବାର କଲେ ଅନୁରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନରେ ଫସି ରହିଛନ୍ତି ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ସୁପ୍ରିତ ସାହୁ। ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ୟୁକ୍ରେନରେ ପାଠପଢୁଛନ୍ତି। ତିନିମାସ ତଳେ ଡାକ୍ତରୀ ପାଠ ପଢିବା ପାଇଁ ସେ ଢେଙ୍କାନାଳରୁ ଯାଇଛନ୍ତି। ଯୁଦ୍ଧ ଖବର ମିଳିବା ପରେ ତାଙ୍କ ମାଆ…