ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ !!!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରଜ ଓଡିଶାର ପୁରପଲ୍ଲୀରେ ପାଳିତ ବାର୍ଷିକ ଗଣପର୍ବ ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଏହି ଉତ୍ସବ ପାଇଁ ଏକ ଭର୍ଚୁଆଲ୍ ଉତ୍ସବ, "ଗ୍ଲୋବାଲ୍ ରଜ ପରବ ୨୦୨୧" ୧୩ ଜୁନ୍ ୨୦୨୧ ରେ ଓଡିଆ ସୋସାଇଟି ୟୁଏଇ ଦ୍ୱାରା ଡ ଚନ୍ଦ୍ରଶେଖର ଖୁଣ୍ଟିଆ, ଡ ମନସ ପ୍ରଧାନ ଏବଂ ଓଡିଆ ସୋସାଇଟି…