କାରକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍;୨ ମହିଳା ମୃତ
ମୟୂରଭଞ୍ଜ ଜିଲ୍ଲା ଦ୍ବାରଶୁଣୀ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାରକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ । ବିଶୋଇ ପଟୁ ଆସୁଥିବା କାରକୁ ଭାରସ୍ୟାମ ହରାଇ ଧକ୍କା ଦେଇଥିଲା ଟ୍ରକ୍। କାର ଭିତରେ ଛଅ ଜଣ ଯାତ୍ରୀ ରହିଥିଲେ । ସମସ୍ତଙ୍କୁ ଉଦ୍ଧାର କରି…