ରୁଚି ଫ୍ରୋଜିଟ ର ଦୁଇ ନୂଆ ଆଉଟଲେଟ ଉଦଘାଟିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଅଗ୍ରଣି ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟ ର ଦୁଇଟି ନୂଆ ଆଉଟଲେଟ କଟକର ନୂଆବଜାରସ୍ଥିତ ମାଛବଜାର ସମ୍ନା ଏବଂ କଲେଜଛକସ୍ଥିତ ଭରତିଆ ମାନସନ ଠାରେ ଉଦଘାଟିତ ହୋଇଛି । ଓଲିଉଡର 'ଚୁଲବୁଲି' ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହାକୁ ଉଦଘାଟନ କରଥିବା…