Browsing Tag

Two days all India strike

ଆଜିଠୁ ୨ଦିନିଆ ଭାରତ ବନ୍ଦ: ବନ୍ଦ ରହିବ ସ୍କୁଲ, କଲେଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦି ସରକାରଙ୍କ ୫୬ ମାସର ବିଫଳତା ପ୍ରତିବାଦରେ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ସିପିଆଇଏମ୍ । ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଦେଶବ୍ୟାପୀ ଧର୍ମଘଟ ପାଳନ କରାଯିବ । ଏହି ଧର୍ମଘଟରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି…