ସୁସ୍ଥ ହୋଇ ଘରକୁ ଫେରିଲେ ଭୁବନେଶ୍ୱରର ଦୁଇ କରୋନା ଆକ୍ରାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁସ୍ଥ ହେଲେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ । ଉଭୟ ଭୁବନେଶ୍ୱର ବାସିନ୍ଦା ବୋଲି ସୂଚନା ମିଳିଛି । ସେମାନଙ୍କୁ ଆଜି ହସ୍ପିଟାଲରୁ ଘରକୁ ଯିବାକୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୬୦ଜଣ…