ସରକାରଙ୍କ ହାତବାରିସି ସାଜିଛି ଟ୍ୱିଟର : ରାହୁଲ ଗାନ୍ଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ୱିଟର କରୁଛି ପକ୍ଷପାତିତ । ସରକାର କହୁଛନ୍ତି ସେ ତାହୁ ଶୁଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ରାହୁଲ କହିଛନ୍ତି “ଗଣତନ୍ତ୍ର ଆକ୍ରମଣର ଶିକାର ହୋଇଛି । ଆମକୁ ସଂସଦରେ କହିବାକୁ ଅନୁମତି ଦିଆଯାଇ ନାହିଁ । ଗଣମାଧ୍ୟମ ନିୟନ୍ତ୍ରିତ ଏବଂ ମୁଁ…