Browsing Tag

Twitte by health department

ୱେବସାଇଟ ଦ୍ଵନ୍ଦ ଟ୍ୱିଟ କରି ଦୂର କଲା ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ସମୟ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ୱେବ ସାଇଟ ମାଧ୍ୟମରେ ନୂଆ ୪ କରୋନା ପଜିଟିଭ ଦର୍ଶାଇଥିଲେ ମଧ୍ୟ ତାରିଖ ଗତକାଲିର ଥିବାରୁ ଏହାକୁ ନେଇ ଏକ ଦ୍ଵନ୍ଦ ସୃଷ୍ଟି କରିଥିଲା । ତେଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଏହା ଏକ ବୈଷୟିକ ତ୍ରୁଟି ବୋଲି ଦର୍ଶାଯାଇଛି…