Browsing Tag

tv-is-the-cause-of-death-for-father-son

ଟିଭି ପାଇଁ ଗଲା ବାପ,ପୁଅ ଙ୍କ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟିଭି ଦେଖିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ର ଧରାକୋଟ ଥାନା ଅନ୍ତର୍ଗତ ଜାହାଡ଼ା ପଞ୍ଚାୟତର କୁଶପଡ଼ା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୁଅର ଟିଭି ଦେଖାକୁ ବାପା ବିରାଧ କରି ଗାଳି ଦେବାରୁ ପୁଅ ଆତ୍ମହତ୍ୟା କରିବା ପରେ ବାପା ମଧ୍ୟ ଆତ୍ମହତ୍ୟା କଲେ।…