Browsing Tag

Tulashi baba in puri

ବଡ ଦାଣ୍ଡରେ ତୁଳସୀ ଓ ଫୁଲ ଧରି ଗୁଣୁଗୁଣୁ ହେଉଛନ୍ତି ତୁଳସୀ ବାବା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗା ପାଇଁ ଆଣିଛି ତୁଳସୀ । ପଦ୍ମ ଫୁଲରେ ଜଗାର ଶରଧା ଥିବାରୁ ପଦ୍ମ ଫୁଲ ଯୋଗାଡ଼ କରି ମାଳ ଗୁନ୍ତିଛନ୍ତି ।  ବଡ ଦାଣ୍ଡରେ ବସ୍ତା ବସ୍ତା ତୁଳସୀ ଓ ଫୁଲ ଧରି ଭାବରେ  ଗୁଣୁ ଗୁଣୁ ହେଉଛନ୍ତି ତୁଳସୀ ବାବା ।  ଭୁବନେଶ୍ୱରରୁ ପୁରୀ ଯାଏଁ  ଭକ୍ତଙ୍କଠୁ ତୁଳସୀ  ଫୁଲ ସଂଗ୍ରହ…