Browsing Tag

tsunami warning USGS

ନ୍ୟୁଜିଲାଣ୍ଡ ଭୂକମ୍ପ ଝଟକା, ସୁନାମୀ ଚେତାବନୀ ଦେଲା ୟୁଏସ୍‌ଜିଏସ୍

ନ୍ୟୁଜିଲାଣ୍ଡର ରିଙ୍ଗ୍ ଅଫ୍ ଫାୟାର୍‌ରେ ଥିବା କରମାଡେକ୍ ଆଇଲ୍ୟାଣ୍ଡ୍‌ରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ୟୁଏସ୍ ଜିଓଲଜିକାଲ୍ ସର୍ଭେ (ୟୁଏସ୍‌ଜିଏସ୍‌) ଅନୁସାରେ ଏହାର ତୀବ୍ରତା ୭.୧ ରହିଥିବା ବେଳେ ଏହାର କେନ୍ଦ୍ର ଭୂପୃଷ୍ଠର ୧୦ ମିଟର ଗଭୀରରେ ଥିଲା । ମାତ୍ର ନାସ୍‌ନାଲ୍ ସେଣ୍ଟର…