Browsing Tag

Truck-passenger bus accident to fog; 3 dead

କୁହୁଡି ଯୋଗୁଁ ଟ୍ରକ-ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା; ୩ ମୃତ

ସାଲେପୁର କଟକ ଚାନ୍ଦାବାଲି ରାସ୍ତା କଟରପଡା ନିକଟରେ ଭୟଙ୍କର ଦୁର୍ଘଟଣା । ପ୍ରବଳ କୁହୁଡି ଯୋଗୁଁ ଟ୍ରକ ଓ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ରାଜକନିକାର ନଳିନୀକାନ୍ତ ଗାହାଣ,…