ଟ୍ୱିଟ କରି ଅଡୁଆରେ ଇରଫାନ୍ ପଠାନ୍
ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କୁ ହତ୍ୟା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ନେଇ ସବୁଠି ହଇଚଇ । ବିଶେଷ କରି କ୍ରିକେଟ ଜଗତର ଖେଳାଳି ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଏହାକୁ ଘୋର…