ଦୁଇ ସହିଦଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶ୍ରଦ୍ଧାଞ୍ଜଳି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଲଓ୍ଵାନ ଉପତ୍ୟକାରେ ସହିଦ ହୋଇଥିବା ଦୁଇ ବୀର ଓଡିଆ ଜବାନଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲା ।
ବାୟୁସେନାର ସ୍ୱତନ୍ତ୍ର ବିମାନ ଲେହେ ରୁ ଦୁଇ ଓଡିଆ ଯବାନଙ୍କ ମୃତଦେହକୁ ଭୁବନେଶ୍ୱର ଅଣାଯାଇଛି । ଘଟଣା…