୫୧ ଓ ୫୨ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି
ଓଡ଼ିଶାଫାଷ୍ଟ(ବ୍ୟୁରୋ): ରାଜ୍ୟର ୫୧ ଓ ୫୨ନମ୍ବର କରୋନା ଆକ୍ରାନ୍ତ ରାଉରକେଲା ଅଞ୍ଚଳର । ୫୧ ନମ୍ବର କରୋନା ଆକ୍ରାନ୍ତଙ୍କ ବୟସ ୬୭ ଓ ୫୨ନମ୍ବର କରୋନା ଆକ୍ରାନ୍ତ ବୟସ ୧୮ ବର୍ଷ ।
୫୧ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି:
୧) ୫ମାର୍ଚ୍ଚରେ ଉତ୍କଳ ଏକ୍ସପ୍ରେସ ଯୋଗେ ଦିଲ୍ଲୀ…