ରେଳ ମନ୍ତ୍ରାଳୟ ଜାରି କଲା ଟ୍ରେନର ତାଲିକା : ଆଜିଠୁ ଟିକେଟ୍ ବୁକିଂ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁନ୍ ପହିଲାଠାରୁ ଭାରତୀୟ ରେଳ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ। ବୁଧବାର ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ୨୦୦ଟି ଟ୍ରେନର (ଶହେ ଯୋଡ଼ା) ତାଲିକା ଜାରି କରାଯାଇଛି। ଏଥିସହ ଏହି ସବୁ ଟ୍ରେନରେ ଯାତ୍ରା କରିବା ଲାଗି ଆଜି ୧୦ଟା…