ଦେଶ- ବିଦେଶ ଆସନ୍ତା ୧୨ରୁ ନୂଆଦିଲ୍ଲୀରୁ ୧୫ଟି ଷ୍ଟେଟନକୁ ଗଡିବ ଟ୍ରେନ୍ ଓଡିଶା ଫାଷ୍ଟ ବ୍ୟୁରୋ May 11, 2020 0 ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେ’ ୧୨ ତାରିଖରୁ ଚାଲିବ ଟ୍ରେନ୍ । ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଟ୍ରେନ ଚଳାଚଳ ନିମନ୍ତେ କରାଯାଇଛି ପ୍ରସ୍ତୁତି । କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।…