ଲାଗୁ ହେଲା ନୂତନ ଟ୍ରାଫିକ ନିୟମ, ବିନା ହେଲମେଟରେ ରାଲି କଲେ ଗଣିବେ ଜୋରିମାନା
ଓଡିଶା ଫାଷ୍ଟ( ବ୍ୟୁରୋ) : ଆଜି ୧୨ ଦଫା ଦାବୀରେ ବିଭିନ୍ନ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ବେଳେ ରାଜଧାନୀରେ ବିଭିନ୍ନ ଦଳର କର୍ମୀଙ୍କମାନେ ବିନା ହେଲମେଟରେ ବାଇକ ରାଲି ହୋଇଥିଲା । ଏହାକୁ ନେଇ ଏବେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏମିତିକି ଗୋଟିଏ ବାଇକରେ ୩ଜଣ ବସି ରାଲି…