ପୁଣି ରଥରେ ଚଢିଲେ ଅଣସେବାୟତ, ଅଣସେବାୟତଙ୍କୁ ହାତ ଧରି ଟାଣି ରଥ ତଳକୁ ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…
ପୁଣି ରଥରେ ଚଢିଲେ ଅଣସେବାୟତ । ସେବାୟତ ବେଶରେ ଜଣେ ବ୍ୟକ୍ତି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପହଣ୍ଡି ପୂର୍ବରୁ ଚଢିଥିବା ଅଭିଯୋଗ ହୋଇଥିଲା । ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅଣସେବାୟତଙ୍କ ହାତ ଧରି ଟାଣି ଟାଣି ରଥ ତଳକୁ ଆଣିଥିବା ଦେଖିବାକୁ ମିଳିଛି ।
ବେକରେ…