ଆସନ୍ତା କାଲି ସକାଳେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଆଜି ଇସ୍ତଫା ଦେବେ ଆଉ କିଛି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ସକାଳ ୯:୫୦ ରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇବା କାର୍ଯ୍ୟକ୍ରମ ରହିଛି । ଘଟଣାକ୍ରମ ଅନୁଯାୟୀ ଆଜି ଆଉ କିଛି ମନ୍ତ୍ରୀ ନିଜ…