Browsing Tag

Toll will be expensive from tomorrow

ଆସନ୍ତାକାଲିଠାରୁ ଟୋଲ୍ ଦେୟ ହେବ ମହଙ୍ଗା

ଆସନ୍ତାକାଲିଠାରୁ ଅର୍ଥାତ୍ ସୋମବାରଠାରୁ ଦେଶବ୍ୟାପୀ ଟୋଲ୍ ଦେୟ ୩ ରୁ୫% ମହଙ୍ଗା ହେବାକୁ ଯାଉଛି । ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି । ଦେଶରେ ସାଧାରଣ ନିର୍ବାଚନ ଯୋଗୁ ଏପ୍ରିଲରେ ବାର୍ଷିକ ବୃଦ୍ଧି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ମୁଦ୍ରାସ୍ଫୀତିକୁ ଆଖି ଆଗରେ ରଖି ଭାରତରେ ବର୍ଷକୁ…