Tokyo Olympics କ୍ଵାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହେଲା ଭାରତୀୟ ପୁରୁଷ ହକି ଦଳ
ଟୋକିଓରେ ଭାରତୀୟ ପୁରୁଷ ହକି ଦଳଦର ଦମଦାର ପ୍ରଦର୍ଶନ। ଅଲିମ୍ପିକର ପୁଲ-ଏର ଶେଷ ମୁକାବିଲାରେ ପୁରୁଷ ହକି ଦଳ କରିଛି ଶାନଦାର ପ୍ରଦର୍ଶନ। ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଆୟୋଜକ ଜାପାନକୁ ଜୋରଦାର ଝଟକା…