ଖେଳ ଖବର ତୀରନ୍ଦାଜୀର କ୍ୱାର୍ଟରରେ ବିଫଳ ହେଲେ ଦୀପିକା କୁମାରୀ ଓଡିଶା ଫାଷ୍ଟ ବ୍ୟୁରୋ Jul 30, 2021 0 ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଟୋକିଓ ଅଲମ୍ପିକ୍ସର ତୀରନ୍ଦାଜୀରେ ଦୀପିକା କୁମାରୀଙ୍କ ଖେଳ ସମାପ୍ତ ହୋଇଯାଇଛି। ଦୀପିକା କୁମାରୀଙ୍କୁ କୋରିଆନ ତୀରନ୍ଦାଜ ଏନ ସେନ ପରାସ୍ତ କରିଛନ୍ତି। ଏଥିସହିତ ଏନ ସେନ ସେମିଫାଇନାଲରେ ପ୍ରବେଶ କରିଛନ୍ତି।