Browsing Tag

to sale his kidney for election contest

କିଡନୀ ବିକ୍ରି କରି ନିର୍ବାଚନ ଲଢ଼ିବାକୁ ଅନୁମତି ମାଗିଲେ ଏମ୍‌ପି ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ହୋଇଥିବା ବେଳେ ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଥିସହ ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚକୁ ଦୃଷ୍ଟିରେ ରଖି ଦଳର ମୁଖିଆ ଓ…