ସାଂସଦ ଓ ବିଧାୟକଙ୍କ ବିଦେଶ ଗସ୍ତ ଚିଠା ରହିବ ଅର୍ଥ ବିଭାଗ ପାଖରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥ ବିଭାଗକୁ ନଜଣାଇ ଏଥର ବିଦେଶ ଗସ୍ତ କରିପାରିବେନି ସାଂସଦ ଓ ବିଧାୟକ । ଏହି ନିୟମ ସରକାରୀ ଅଫିସରଙ୍କ ପାଇଁ ମଧ୍ୟ ଲାଗୁ ହେବ ।
ସୂଚନା ଅନୁଯାୟୀ, ସାଂସଦ, ବିଧାୟକ ଓ ସରକାରୀ ଅଫିସର ବିଦେଶ ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ…