ଯଦି ଆପଣ ଧନୀ ହେବାକୁ ଚାହାଁନ୍ତି, ତେବେ ଏହି କାମ କରନ୍ତୁ ନାହିଁ
ଚାଣକ୍ୟ ନୀତି: ଚାଣକ୍ୟ ନୀତିି ଜଣେ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାକୁ ପ୍ରେରଣା ଦିଏ । ଚାଣକ୍ୟ ରାଜନୀତି, କୂଟନୀତି ଏବଂ ଅର୍ଥନୀତି ବିଷୟରେ ଜ୍ଞାନ ରଖିଥିଲେ । ଚାଣକ୍ୟ ମଧ୍ୟ ଜଣେ ଶିକ୍ଷାବିତ୍ ଥିଲେ । ସେ ଆଚାର୍ଯ୍ୟ ଚାଣକ୍ୟ ଭାବରେ ମଧ୍ୟ ଜଣାଶୁଣା । ଚାଣକ୍ୟ ବିଶ୍ୱାସ କରିଥିଲେ ଯେ, ମା’…