ଟୀକାକରଣ କେନ୍ଦ୍ରରେ ଅବ୍ୟବସ୍ଥା: ତଳେ ପଡ଼ିଯାଇଥିବା ମହିଳାଙ୍କ ଉପରେ ଚାଲିଗଲେ ଲୋକେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପୋଲସରା ସହରର ରାଣୀପଡା ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଚାଲିଥିବା କୋଭିଡ ଟୀକାକରଣ କାର୍ଯ୍ୟକ୍ରମରେ ମଙ୍ଗଳବାର ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଟୀକା ଗ୍ରହଣ ଲାଗି ଟୀକାକରଣ କେନ୍ଦ୍ରରେ ଲୋକଙ୍କ ଗହଳି ଲାଗିଥିଲା । ଇତି ମଧ୍ୟରେ ଗହଳି…