ଏବେ ରାଜ୍ୟରେ ୧୭ ଲକ୍ଷ ଟିକା ମହଜୁଦ ଅଛି, ଆଗକୁ ୭୦ ଲକ୍ଷ ଟିକା ଆସିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାନୁୟାରୀରୁ ଆରମ୍ଭ ହୋଇଥିଲା ଟୀକାକରଣ । ବର୍ତ୍ତମାନ ୧୭ଲକ୍ଷ ଟୀକା ଓଡିଶାରେ ମହଜୁଦ ଅଛି । ୧୨୭୭୮୯୦ କୋଭିସିଲ୍ଡ଼ ରହିଥିବା ବେଳେ ୪୨୭୮୪୫ କୋଭାକ୍ସିନ ମହଜୁଦ ରହିଛି । ଆଗକୁ ଭାରତ ସରକାରଙ୍କ ପକ୍ଷରୁ ୭୦ଲକ୍ଷ ଟୀକା ଓଡିଶାକୁ ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ…