ଭୁବନେଶ୍ୱରରେ ବାଘ, ଦେଖନ୍ତୁ ସିସିଟିଭି ଫୁଟେଜ
https://youtu.be/Pxga0WStoKY
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବାଘ ଆତଙ୍କ । ଭୁବନେଶ୍ୱର ପଳାସପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ଏକ ପାଚେରୀ ଡେଇଁ ଭିତରକୁ ପଶିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ପାଚେରୀଟି ଏୟାରପୋର୍ଟ ପାଚେରୀ ବୋଲି ସିସିଟିଭି ଫୁଟେଜରୁ…