Browsing Tag

Thuamul Rampur

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥୂଆମୂଳ ରାମପୁର ଥାନା ଅଧିନସ୍ଥ ପାଲଜୋର ଗାଁ ନିକଟରେ ଥିବା ବଗିଚାରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଏହା ହତ୍ୟା ନା ଆତ୍ମହତ୍ୟା ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ, ପାଲଜୋର ଗାଁ ବଗିଚାରେ ଜଣେ ଯୁବତୀଙ୍କ ଝୁଲନ୍ତା…