ପଢନ୍ତୁ ରାଜ୍ୟର କେଉଁ କେଉଁ ସହରରେ ଗଡ଼ିବ ବିଦ୍ୟୁତ ଚାଳିତ ବସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢିଚାଲିଥିବା ପ୍ରଦୂଷଣ ରୋକିବାକୁ ସରକାରଙ୍କ ତରଫରୁ ବଡ ଘୋଷଣା କରାଯାଇଛି । ପ୍ରଦୂଷଣ କମାଇବାକୁ ଗଡ଼ିବ ଇଲେକ୍ଟ୍ରି ବସ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ତିନୋଟି ମୁଖ୍ୟ ସହର ଯଥା ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ ଚଳାଚଳ କରିବ । ଏହାକୁ ନେଇ ବିଧାନସଭାରେ…