ଏଥର ମାସ୍କ ନପିନ୍ଧିଲେ ଦେବେ ଫାଇନ
ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୧୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୨୩୭ ଜଣ ରହିଛନ୍ତି। ଫଳରେ ଏବେ ରେଡ୍ ଜୋନକୁ ଫେରିଛି ରାଜଧାନୀ। ତେଣୁ ଭୁବନେଶ୍ଵରରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ…