ଏଥର ରାଜ୍ୟରେ ସରକାର ଗଢ଼ିବ କଂଗ୍ରେସ: ନିରଞ୍ଜନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ଭବନଠାରେ ପିସିସି ଇସ୍ତାହାର କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ଏଥିରେ ୨୧ଟି ଲୋକସଭା ର୍ନିବାଚନମଣ୍ଡଳୀ ନେତାଙ୍କ ସହିତ ଆଲୋଚନା ହୋଇଛି । ଇସ୍ତାହାର କମିଟି ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ନିର୍ବାଚନରେ ଆମେ କେତେ ସିଟ…