ଏ ମୁହୂର୍ତ୍ତ ଉତ୍ସବ ସହ ଭାରତୀୟ ସମାଜର ପରିପକ୍ୱତା ବୋଧର ସମୟ, ଏହି କ୍ଷଣ ବିଜୟ ସହ ବିନୟର କ୍ଷଣ:ପ୍ରଧାନମନ୍ତ୍ରୀ
ଶହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଲା। ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ଏହାପରେ ଦେଶବାସୀଙ୍କୁ ସମ୍ବୋଧିତ କରି 'ରାମ…