Browsing Tag

This mistake can hinder your fat loss journey

ଏହି ଭୁଲ ପାଇଁ ଆପଣଙ୍କର ଫ୍ୟାଟ୍ କମାଇବା ଯାତ୍ରାରେ ସୃଷ୍ଟି ହୋଇଥାଏ ବାଧା, ଫଳରେ ଆପଣ ହୋଇପାରନ୍ତିନି ପତଳା

ଆଜି କାଲି ସମସ୍ତେ ନିଜ ସ୍ଵାସ୍ଥ୍ୟକୁ ନେଇ ଖୁବ୍ ଚିନ୍ତିତ। ନିଜକୁ ସୁସ୍ଥ ରଖିବା ପାଇଁ ଅନେକ ଜିମ ଯାଉଥିବା ବେଳେ ଆଉ କିଛି ଯୋଗାଭ୍ୟାସ କରନ୍ତି। ଯଦି ଆପଣ ଆପଣଙ୍କ ଶରୀରରେ ଫ୍ୟାଟ୍ କମାଇବାକୁ ଚେଷ୍ଟା କରୁଛନ୍ତି ତେବେ ଆପଣ ଖାଦ୍ୟ ଲୋଭରୁ ନିଜକୁ ଦୂରେଇ ରଖନ୍ତୁ। ନଚେତ୍ ଆପଣ ଅସୁବିଧାରେ…