ଏହି କାରଣ ଯୋଗୁ ଭାଙ୍ଗିଯାଏ ବୈବାହିକ ସମ୍ପର୍କ; ଆସିଥାଏ ଛାଡପତ୍ର ପର୍ଯ୍ୟନ୍ତ କଥା
ବାହାଘର ଏକ ପବିତ୍ର ବନ୍ଧନ । ଯେତେବେଳେ କୌଣସି ଦମ୍ପତ୍ତି ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ୭ ଜନ୍ମ ପାଇଁ ଏକାଠି ରହିବାର ପ୍ରତିଜ୍ଞା କରିଥାନ୍ତି। କିନ୍ତୁ ବହୁବାର ସମ୍ପର୍କରେ ଏଭଳି କିଛି କଥା ଘଟିଯାଏ ଯାହାକୁ ନେଇ ପରସ୍ପର ମଧ୍ୟରେ ବାଦ-ବିବାଦ ଲାଗିବା ପରେ ବୈବାହିକ ଜୀବନରେ…