ନିଟ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍ ମାର୍କ ରଦ୍ଦ କଲେ ସୁପ୍ରିମକୋର୍ଟ
ନିଟ୍ ପରୀକ୍ଷାଫଳ ପ୍ରକାଶ ପାଇବା ପରଠାରୁ ବିବାଦ ଆରମ୍ଭ ହୋଇଛି । ପରୀକ୍ଷାଫଳରେ ଅନିୟମିତତା ଅଭିଯୋଗ ନେଇ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଯାହାର ଶୁଣାଣି କରି ଆଜି ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ସମୟରେ ଏନଟିଏ ସ୍ପଷ୍ଟ କରିଛି ଯେ, ଯେଉଁ ୧୫୬୩…