ସୋମବାର ଶିବଲିଙ୍ଗରେ ଏହିସବୁ ଜିନିଷ ଅର୍ପଣ କଲେ; ହେବାର ଥିବା କାମ ମଧ୍ୟ ଅଟକି ଯିବ, ଘରକୁ ଆସିବ ମହାବିପତ୍ତି
ହିନ୍ଦୁ ଧର୍ମ ରେ ଶିବ ଲିଙ୍ଗକୁ ପୂଜା କରିବାର ଅନେକ ମହତ୍ୱ ରହିଛି l ବିଶେଷ ଭାବରେ ସୋମବାର ଦିନଟି ମହାଦେବ ଙ୍କୁ ସମ୍ପୂର୍ଣ୍ଣ ଭକ୍ତି ଓ ସମର୍ପଣ ଭାବରେ ପୂଜାର୍ଚନା କରାଯାଇ ଥାଏ l ଶିବ ପୂରା଼ଣ ରେ କୁହାଯାଇଛ୍ହି ଯେ ମହାଦେବ ଙ୍କୁ ସୋମବାର ଦିନ ଜଳ ସମର୍ପଣ କରିବା ଦ୍ୱାରା ସେ ଖୁବ ଶୀଘ୍ର…