ଏଣିକି ଓଡ଼ିଆ ମିଡିୟମ ସ୍କୁଲରେ ହେବ ସୁପର ରେଜଲ୍ଟ
ଏଣିକି ଓଡ଼ିଆ ମିଡିୟମ ସ୍କୁଲରେ ହେବ ସୁପର ରେଜଲ୍ଟ । ଭଲ ମାର୍କ ରଖି ପାସ୍ କରିବେ ଛାତ୍ରଛାତ୍ରୀ। କଟକ ଜିଲ୍ଲା ପ୍ରଶାସନର ଅଭିନବ ଉଦ୍ୟମ। ଆରମ୍ଭ ହେଲା ମିଶନ 'ସୁପର୍-୩୦' । ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲା ଆଠଗଡ଼ର ବିଶ୍ବନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ…