ଖୁବଶୀଘ୍ର ବଦଳିବେ ବିଜେଡିର ଯୁବ, ମହିଳା ଓ ଛାତ୍ର ସଭାପତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି) ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ୫ମ ଥର ସରକାର ଗଠନ କରିସାରିଛି । ବିଜେଡି ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପୂର୍ଵଥର ଅପେକ୍ଷା ୫ଟି ଆସନର କ୍ଷତି ହୋଇଛି । ମାତ୍ର ଦଳର ଚିନ୍ତା ବଢ଼ାଇଛି ଲୋକସଭା ଆସନ । ୨୦୧୪ ନିର୍ବାଚନରେ…