ଘରେ ସୁଖର ବାତାବରଣ ଚାଁହୁଛନ୍ତି, ତେବେ ପୂଜା ଘରେ କରନ୍ତୁ ଏହିସବୁ ଛୋଟ ଛୋଟ ପରିବର୍ତ୍ତନ
ହିନ୍ଦୁଧର୍ମ ଅନୁସାରେ ଏପରି କିଛି ବିଶ୍ୱାସ ରହିଛି ଯାହାକୁ ଏଯାଏଁ ମଧ୍ୟ ଲୋକ ମାନି ଆସୁଛନ୍ତି। ଘରେ କିଛି ଜିନିଷ ରଖିବା ଦ୍ୱାରା ସୁଖ, ଶାନ୍ତି, ଧନ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଆପଣ ଯଦି ଘରେ ପରିବର୍ତ୍ତନ ଚାହୁଁଛନ୍ତି ତେବେ ଏଭଳି କିଛି ଉପାୟ…