Browsing Tag

The wall fell while sleeping; 2 children lost their lives

ଶୋଇଥିବାବେଳେ ପଡିଗଲା କାନ୍ଥ; ଚାଲିଗଲା ୨ ଶିଶୁଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇ ଥିବାବେଳେ କାନ୍ଥ ଭୁଶୁଡ଼ି ଯାଇ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହି ଗାଁରେ । ମୃତକ ଦୁଇ ଜଣ ହେଲେ ୧୦ ବର୍ଷର ଝିଅ ଯଶୋଦା ସିଂହ ଓ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର ସିଂହ । ତେବେ ମାଆ…