ତୁର୍କୀ ସେନାଙ୍କୁ ବିବାଦ ସଫଳତା; ଆଇଏସ୍ଆଇଏସ୍ ମୁଖ୍ୟ ଅବୁ ହୁସେନ୍ ଅଲ୍ କ୍ୟୁରେସୀ ନିହତ
ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍ଆଇଏସ୍ ମୁଖ୍ୟ ଅବୁ ହୁସେନ୍ ଅଲ୍ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍ ଷ୍ଟେଟ୍ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍ ଏର୍ଡୋଗାନ୍ । ଏର୍ଡୋଗାନ୍ କହିଛନ୍ତି,…