Browsing Tag

the ticket will be cancelled

ଏଣିକି ୧୦ ମିନିଟ ବିଳମ୍ବ ହେଲେ ବାତିଲ ହୋଇଯିବ ଟିକେଟ

ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଲାଗୁଥିବା ସମୟ କାରଣରୁ ଅନେକ ଲୋକ ବହୁତ ଜଲଦି ଜଲଦି ଦୌଡି ଟ୍ରେନକୁ ଧରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯାତ୍ରୀ ଗୋଟିଏ କିମ୍ବା ଦୁଇଟି ଷ୍ଟେସନ ପରେ ମଧ୍ୟ ଟ୍ରେନରେ ନିଜର ବର୍ଥରେ ପହଞ୍ଚୁଥିଲେ, ତେବେ ଟିଟିଇ ତାଙ୍କ ଉପସ୍ଥାନକୁ…